ପୁଲିସ ଉପରକୁ ବୋମା ମାଡ଼ କଲେ ଦୁବୃର୍ତ୍ତ : ଘଟଣାସ୍ଥଳରେ ପହଞ୍ଚିଲେ ଏସପି

ବ୍ରହ୍ମପୁର: ପୁଲିସର ଚଢ଼ାଉବେଳେ ବୋମା ମାଡ଼ କଲେ ଦୁବୃର୍ତ୍ତ। ବ୍ରହ୍ମପୁରରେ ଆଜି ଏଭଳି ଏକ ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରରେ ଏହି ଘଟଣା ଘଟିଛି। ଆଜି ଏକ ଘରେ କିଛି ଦୁବୃର୍ତ୍ତ ଲୁଚିଥିବା ଖବର ପାଇ ପୁଲିସ ଚଢାଉବେଳେ ପୁଲିସ ଉପରକୁ ଘର ଉପରୁ ଅପରାଧୀମାନେ ବୋମାମାଡ କରିଥିଲେ।ଗତକାଲି ଲକ୍ଷ୍ମୀ ନୃସିଂହ ସାହି ୧୨ନମ୍ବର ଲାଇନରେ ଜଣେ ଲୋକଙ୍କ ଘର … Continue reading ପୁଲିସ ଉପରକୁ ବୋମା ମାଡ଼ କଲେ ଦୁବୃର୍ତ୍ତ : ଘଟଣାସ୍ଥଳରେ ପହଞ୍ଚିଲେ ଏସପି